ମହଲାଇରେ ଡ୍ରେନେଜ୍‌ ବ୍ୟବସ୍ଥା ଫେଲ୍‌ : ଘରକୁ ପଶିଲା ବର୍ଷା ପାଣି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଗାଁରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ରବିବାର ସକାଳର ବର୍ଷା ଯୋଗୁଁ ଗାଁର ବହୁ ଲୋକଙ୍କ ଘର ଭିତରକୁ ପାଣି ପଶିଯାଇଥିଲା । ଏହି ଗାଁର ଲୋକେ ପ୍ରତିବର୍ଷ ଏଭଳି ଅସୁବିଧାର ସମ୍ମୁଖିନ ହେଉଥିବା ସତ୍ୱେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏ ବିଷୟରେ କୌଣସି ପଦକ୍ଷେପ ନେଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି ।

Leave A Reply

Your email address will not be published.