oom

ଟାଉନ ପୋଲିସ ପକ୍ଷରୁ ବରପାଲି ପଡା ଠାରୁ ୧୧୪ ବୋତଲ କୋରେକ୍ସ ଜବତ, ଜଣେ ଗିରଫ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ବରପାଲି ପଡା ଠାରେ ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଗତ ବିଳମ୍ବିତ ରାତ୍ରୀରେ ଟାଉନ ପୋଲିସ ପକ୍ଷରୁ ଚଢାଉ କରାଯାଇ ୧୧୪ ବୋତଲ କୋରେକ୍ସ ଜବତ କରାଯାଇଥିବା ବେଳେ ଏହି ମାମାଲାରେ ରାଜ କୁମାର ମେହେର ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । କେଶ୍‌ ନଂ. ୬୮୮/ ୨୦୨୨ରେ ଏକ ମାମାଲା ରୁଜୁ କରି ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.