centurian jitm

ସୁନ୍ଦରଗଡ଼ ଭୋଟ ବର୍ଜନ କଲେ ୫ଟି ଗାଁର ଲୋକେ

nschool

ସୁନ୍ଦରଗଡ଼ : ଭୋଟ ବର୍ଜନ କରିଛନ୍ତି ୫ଟି ଗାଁର ଲୋକେ ବୋଲି ଖବର ମିଳିଛି । ସୂଚନା ଅନୂଯାୟୀ, ବିସ୍ଥାପନ ସମସ୍ୟାକୁ ନେଇ ଭୋଟ ବର୍ଜନ କରିଥିଲେ ଗାଁ ଲୋକେ କୁହାଯାଉଛି । ଏମ୍‌ସିଏଲ୍‌ କୋଇଲା ଖଣରେ ପ୍ରଭାବିତ ଅଞ୍ଚଳର ଭୋଟରଙ୍କ ଭୋଟ ବର୍ଜନ । ତୁମୁଳିଆ, ଝୁପୁରୁଙ୍ଗା , କିରିପସିରା, ରତନସରା, ସରଡେଗା ଗାଁ ଲୋକଙ୍କ ଭୋଟ ବର୍ଜନ । କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ସଠିକ୍ ଭାବରେ ନକରି ଖଣି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ଅଭିଯୋଗ ।

Leave A Reply

Your email address will not be published.