ବଲାଙ୍ଗିର-ପାଟଣାଗଡ଼ ମୁଖ୍ୟରାସ୍ତା ଉପରେ ବନ୍ୟାର ଦୃଶ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପଜନିତ ବର୍ଷାରେ ବଲାଙ୍ଗିର ସହର ଉବୁଟୁବୁ ହେଉଥିବା ବେଳେ ବଲାଙ୍ଗିର-ପାଟଣାଗଡ଼ ମୁଖ୍ୟରାସ୍ତା ଧୁମାମରା ଆଡକୁ ଯିବା ରାସ୍ତା ଉପରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ଉପରେ ଛୁଟୁଛି ଅସମ୍ଭାଳ ପାଣି । ଲୋକେ ରାସ୍ତା ଅତିକ୍ରମ କରିବାକୁ ମଧ୍ୟ ଭୟଭୀତ ହେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.