shyamal

ମ୍ୟୁଜିକ୍‌ ସେଲିବ୍ରେସନ୍‌ ତରଫରୁ ହାଲୁଆ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରଥଯାତ୍ରା ଉପଲକ୍ଷେ ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ୍‌ ସେଲିବ୍ରେସନ୍‌ ତରଫରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ହାଲୁଆ ବଣ୍ଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ମୃତି ରଞ୍ଜନ, ବିମଳ, ବସନ୍ତ, ନନ୍ଦନ ମୁଖାର୍ଜୀ, ସୁସ୍ମିତା ମୁଖାର୍ଜୀ, ଜୀବନ, ଶ୍ରୀକାନ୍ତ, ସମରେଶ, ବଟ ପ୍ରମୁଖ ଉପସ୍ଥିତ ରହି ହାଲୁଆ ବଣ୍ଟନ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ ।

purusottam
Leave A Reply

Your email address will not be published.