ls

ବନ୍ଧୁୁମିଳନ ପାଇଁ ପ୍ରସ୍ତୁତି ବୈଠକ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ମାର୍ଚ୍ଚ ମାସ ୭ ତାରିଖରେ ରାଜଵୋଡା ସମ୍ବର ହାଇସ୍କୁଲ ୮୩ ସିନିୟର ବେଚର ବନ୍ଧୁୁମିଳନର ପ୍ରସ୍ତୁତି ପାଇଁ ପଦ୍ମପୁର ସ୍ଥିତ ପରମେଶ୍ୱରୀ ଲଜରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅକ୍ଷୟ ନାୟକ, ସୁନୀଲ ପଣ୍ଡା, ରାମୁ ସାହୁ, ସୁଦର୍ଶନ ସାହୁ,ସୁଶୀଲ ପୁରୋହିତ, ଦେବରାଜ ସାହୁ, ସୁନୀଲ ଅଗ୍ରୱାଲ, ହେମନ୍ତ ପଟ୍‌ଟ୍ଟନାଏକ, ସୁଦୀପ୍ତ ଦାସ, ବିବେକା ଶତପଥୀ, ବିଜୟ ରାମ ଚନ୍ଦନୀ ଏବଂ ଗଜେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିଲେ । ୮୩ ସିନିୟର ବେଚର ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ, ସମସ୍ତ ବନ୍ଧୁମାନେ ଆସନ୍ତା ମାର୍ଚ୍ଚ ମାସ ୭ ତାରିଖ ଦିନ ବନ୍ଧୁ ମିଳନରେ ପୁର୍ଣ ମାତ୍ରାରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି ବୋଲି ଗଜେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି ।

pc pk
Leave A Reply

Your email address will not be published.