jayashree

ଗଣ୍ଡପତ୍ରାପାଲି ୧୯୯୩ ମ୍ୟାଟ୍ରିକ : ବ୍ୟାଚ୍‌ର ବନ୍ଧୁମିଳନ

ଗଣ୍ଡପତ୍ରାପାଲି : ପୃଥିବୀର ସବୁ ସଂପର୍କ ରକ୍ତର ସଂପର୍କ ହୋଇଥିବା ବେଳେ ବନ୍ଧୁତା ହିଁ ଗୋଟିଏ ସଂପର୍କ ଯେଉଁଟା ମଣିଷ ନିଜେ ଗଢିଥାଏ । ଏହି ସଂପର୍କକୁ ଦୀର୍ଘ ସମୟ ବାନ୍ଧି ରଖିବା ପାଇଁ ୧୯୯୩ ସଇନ୍ତଲା ବ୍ଲକର ଗଣ୍ଡପତ୍ରାପାଲି ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ବେଲଗାଁ ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନରେ ପ୍ରଥମେ ମୃତ୍ୟୁବରଣ କରିଥିବା ଶିକ୍ଷକ ମହେନ୍ଦ୍ର ବଗର୍ତି ଓ ଯଦୁମଣି ମେହେରଙ୍କ ଆତ୍ମାର ସଦଗତି ପାଇଁ ଶାେକସଭାର ଆୟୋଜନ ହୋଇଥିଲା । ସ୍ଲୁଲର ପୁରାତନ ଶିକ୍ଷକ ଓ ଅନ୍ୟ ଅନ୍ୟ କର୍ମଚାରୀମାନଙ୍କୁ ସମ୍ମାନୀତ କରିଥିଲେ । ତା’ପରେ ସମସ୍ତ ସାଙ୍ଗସାଥୀ ମିଶି ଭୋଜୀ ଓ ନାଚ ଗୀତର ମଜା ଉଠାଇଥିଲେ ।

Leave A Reply

Your email address will not be published.