
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ କରୋନା ୧୯ର କଟକଣା ଜାରି ରହିଥବାରୁ ରଥଯାତ୍ରା ବନ୍ଦ ରହିଛି । ବାକ ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ସହରର ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଲୁକା ମୂର୍ତ୍ତୀ ତିଆରି କରିଛନ୍ତି ।
ଏହି ବାଲୁକା କଳା ଦେଖିବାକୁ ଅଂଚଳରୁ ଶହ ଶହ ସଂଖ୍ୟାରେ ଜନସାଧାରଣ ଆସୁଛନ୍ତି ।