ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ତିନିଟି ହାଇୱା ସହ ଦୁଇ ଟ୍ରାକ୍ଟର ଜବତ

ନୂଆପଡା, (ନରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଅତିରିକ୍ତ ତହସିଲଦାରଙ୍କ ଦ୍ଵାରା ଆଜି ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ଚଢାଉ କରିଥିବା ଜଣାପଡିଛି । ସୂଚନା ମତେ ଘଟଣା ସ୍ଥଳରୁ ୩ ଗୋଟି ହାଇୱା ସହ ଦୁଇ ଗୋଟି ଟ୍ରାକ୍ଟର ଜବତ କରିଥିଲେ । ଖଡ଼ିଆଳ ଥାନାରେ ସମସ୍ତ ଗାଡି ଅଟକ ରହିଛି । ସମସ୍ତ ଗାଡିକୁ ଫାଇନ କରାଯିବ ବୋଲି ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.