oom

ବଲାଙ୍ଗିର ସହରର ବିଚ୍‌ ରାସ୍ତାରେ ଆଦିବସୀଙ୍କ ବିଶାଳ ରାଲି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ଠାରେ ଆଜି ସନ୍ଧ୍ୟା ସମୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ମା’ ସମଲେଇଶ୍ୱରୀ ମନ୍ଦିରରୁ ବାହିରି କୋଶଳ କଳା ମଣ୍ଡଳ ପର୍ଯ୍ୟନ୍ତ ଏକ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବଲାଙ୍ଗିର ଜିଲ୍ଲାର ଆଦିବାସୀ ମାନେ ଯୋଗ ଦେଇ ତାଙ୍କ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ବଲାଙ୍ଗିର ସହରର ବିଚ୍‌ ରାସ୍ତାରେ ରାଲିରେ ବାହରିଥିଲେ । ଏହାକୁ ଆଖି ଆଗରେ ରଖି ଟାଉନ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

jittmm
Leave A Reply

Your email address will not be published.