oom

ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ

jsmm
  • ଭାଲେଣ୍ଟାଇନ ଡେ’ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରୋଡ଼ ନଂ ୩ ସମ୍ମୁଖରେ ଆସନ୍ତା କାଲି ଭାଲେଣ୍ଟାଇନ ଡେ’ ଉପଲକ୍ଷେ ଏକ ରକ୍ତଦାନ ଶିବିର ସ୍ଥାନୀୟ ହରିଭବନଠାରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ବୈଠକରେ ‘ହମାରେ ପଡୋଶୀ ଗୃପ’ର ସଭାପତି ଆନନ୍ଦ ମୋଟେ ଓ ସମ୍ପାଦକ ସଚିନ ଜିନ୍ଦଲ ଅଧ୍ୟକ୍ଷତା କରିଥିଲେ । ଆସନ୍ତା ଭାଲେଣ୍ଟାଇନ ଡେ’କୁ ଏକ ନିଆରା ଢଙ୍ଗରେ ପାଳନ କରି ରକ୍ତଦାନ ଶିବିର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକରେ କୈଳାଶ ନେରୋଲେକ୍ସ, ଗୋବିନ୍ଦ ଖଣ୍ଡେଲବାଲ, ମନିେ ଜଗଦମ୍ବା, ସନ୍ଦୀପ ଅଗ୍ରୱାଲ, ମନୋଜ ଆଗ୍ରୱାଲ, ଗୋଲୁ ଦୀନେଶ ଭାଇ, ସୁଶୀଲ ଶର୍ମା, ଅରୁଣ ଶର୍ମା, ରାମଅବତାର ଅଗ୍ରୱାଲ, ମୋନିକା ମୋଟେ, ପୂଜା ଜିନ୍ଦଲ, ରୁଚି ଖଣ୍ଡେଲ ୱାଲ, ନିଶା ଅଗ୍ରୱାଲ, ପୁନମ ଖଣ୍ଡେଲୱାଲ, ଜ୍ଞାନେଶ୍ୱରୀ ଶର୍ମା, ଶ୍ଵେତା ଶର୍ମା, ଗୀତା ଅଗ୍ରୱାଲ, ଶ୍ଵେତା ଅଗ୍ରୱାଲ, ନିକିତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.