ଡୁଡୁକା ପଞ୍ଚାୟତର ବୈଠକ

ଡୁଡୁକା, (କେପିଏନ୍‌ଏସ୍‌) : ଡୁଡୁକା ପଞ୍ଚାୟତ ସଭାଗୃହରେ ପଞ୍ଚାୟତର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଅଶୋକ ପଟେଲ ଏଥିରେ ଅଧ୍ୟକ୍ଷତା କରି ଉନ୍ନତିମୂଳକ କାମ ସ୍ୱଚ୍ଛତା ପାନୀୟ ଜଳ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଇଓ ଭୋଳା ମାଝୀ, ସମିତି ସଭ୍ୟ ଉମାକାନ୍ତ ପଟେଲ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା, ଜିଆର୍‌ଏସ୍‌ ଯୋଗାଣ ସହାୟକ ଏସ୍‌ଇଏମ୍‌ ଉପସ୍ଥିତ ଥିଲେ ।

Leave A Reply

Your email address will not be published.