ତୁଷୁରା ସାପ୍ତାହିକ ବଜାର ଠାରେ ଗୁଡଭେଲା ଆଦିବାସୀ କଲ୍ୟାଣ ସଙ୍ଘର ବୈଠକ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ସାପ୍ତାହିକ ବଜାର ଠାରେ ଗୁଡଭେଲା ଆଦିବାସୀ କଲ୍ୟାଣ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଦିବାସୀମାନଙ୍କ ସମସ୍ତ ସୁବିଧା ଅସୁବିଧା ଉପରେ ଆଲୋଚନା ହୋଇଥିଲା ଏବଂ କିପରି ସଙ୍ଘକୁ ମଜବୁତ କରି ହେବ ସେ ନେଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ସଙ୍ଘର ଉପସଭାପତି ବନମାଳି କୁଅଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.