centurian jitm

ହଲନଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ୟା ସମାଧାନ ପାଇଁ ବୈଠକ ଅନୁଷ୍ଠିତ

nschool

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହଲନଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ରସ୍ମିତା ଦାସଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ ଗୁଡ଼ିକରେ ପାଣିର ସମସ୍ୟା, ରାସ୍ତାଘାଟର ସମସ୍ୟାର ସମାଧାନ କରିବାକୁ ଆଲୋଚନା କରାଯାଇଥିଲା । ଏହି ଅବସରରେ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ସଦସ୍ୟ ସଦସ୍ୟାମାନେ, ଜିଆର୍‌ଏସ୍ ପିଇଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.