om academy

ରାଜ୍ୟର ହାଇସ୍କୁଲଗୁଡିକରେ ଅବିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ହାଇସ୍କୁଲଗୁଡିକରେ ଗତକାଲି ଅବିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଛି । ଶିକ୍ଷାକ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବା ଭିତ୍ତିଭୂମି ବିକାଶ, ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଏବଂ ବିଜ୍ଞାନାଗାର ଇତ୍ୟାଦି କାର୍ଯ୍ୟକ୍ରମ ସମ୍ପର୍କରେ ଶିକ୍ଷକମାନେ ବୈଠକରେ ଅବଗତ କରିଥିଲେ । SMEOdishaର ପଦାଧିକାରୀମାନେ ବିଭିନ୍ନ ବୈଠକରେ ଯୋଗ ଦେଇଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.