ଆଜି କ୍ୟାପିଟାଲ ହସ୍ପିଟାଲରେ ବସିବ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀଙ୍କ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି କ୍ୟାପିଟାଲ ହସ୍ପିଟାଲରେ ବସିବ ରୋଗୀ କଲ୍ୟାଣ ସମିତି(ଆରକେଏସ୍‌)ର କାର୍ଯ୍ୟନିର୍ବାହୀଙ୍କ ବୈଠକ । ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରୋଗୀଙ୍କ ଅଭିଯୋଗ ଓ ସନ୍ତୁଷ୍ଟିକୁ ନେଇ ଆଲୋଚନା ହେବ । ଏହା ବ୍ୟତୀତ ଗତ ବୈଠକରେ ନିଷ୍ପତ୍ତି ହୋଇଥିବା ବିଭିନ୍ନ ଯୋଜନା ଓ ନିଷ୍ପତ୍ତି ଉପରେ କ’ଣ କ’ଣ ପଦକ୍ଷେପ ନିଆଯାଇଛି, ତାହା ଉପରେ ତର୍ଜମା କରାଯିବ । ଆଉ ଆଗକୁ କେଉଁ ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଉପରେ ମଧ୍ୟ ଆଲୋଚନା ହେବ ।

Leave A Reply

Your email address will not be published.