ମୋ ସ୍କୁଲ ଅଭିଯାନର ୨୧ତମ କାର୍ଯ୍ୟକାରୀ ପରିଷଦ ବୈଠକ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମୋ ସ୍କୁଲ ଅଭିଯାନରେ ନୂତନ ଭାବେ ୪୬୬୪ ବିଦ୍ୟାଳୟ ଯୋଡି ହୋଇଛି । ଅଭିଯାନର ୨୧ତମ କାର୍ଯ୍ୟକାରୀପରିଷଦ ବୈଠକ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୩୨.୫୪ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏକ ମାସରେ ପ୍ରାୟ ୭୪ ହଜାର ପୁରାତନ ବିଦ୍ୟାର୍ଥୀ ୧୦.୮୫ କୋଟି ଟଙ୍କା ଦାନ କରିଛନ୍ତି । ଏହି ସୂଚନା ରାଜ୍ୟ ସୂଜନା ଓ ଲୋକ ସ‌ର୍ମ୍ପକ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.