om academy

ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦ ବୈଠକ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ସାଢ଼େ ୫ଟାରେ ଲୋକସେବା ଭବନରେ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପଞ୍ଚମପାଳିର ଦ୍ୱିତୀୟ ଦଫାରେ ଶପଥ ନେଇଥିବା ନୂତନ ମନ୍ତ୍ରୀଗଣଙ୍କୁ ରାଜ୍ୟର ବିକାଶ ପାଇଁ ଗୁରୁମନ୍ତ୍ର ଦିଆଯିବ । ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ଥିବା ଦୃଷ୍ଟିରୁ ନୂତନ ମନ୍ତ୍ରିମଣ୍ଡଳର ଏହି ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Leave A Reply

Your email address will not be published.