oum

ମଶାରୀ ବଣ୍ଟନ ଓ କରୋନା ଟୀକା ପାଇଁ ପ୍ରସ୍ତୁତ ବୈଠକ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ପରିସରରେ ବିଡ଼ିଓ ଦେବାଶିଷ ସାମିଲ‌ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଆଗାମୀ ମାସରେ ଆସୁଥିବା କାର୍ୟ୍ୟକ୍ରମ ମଶାରୀ ବଣ୍ଟନ ଓ କରୋନା ଟୀକାକରଣ ସମେତ ବିଭିନ୍ନ ସାମଗ୍ରୀ ପାଇଁ ପ୍ରସ୍ତୁତି ବୈଠକରେ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ଏବିଓ ନାରାୟଣ ଭୋଇ, ସିଡିପିଓ ସବିତା ଦାସ, ମୀନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।

Leave A Reply

Your email address will not be published.