ସଇଁନ୍ତଲା ବିଜେଡି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ସଇଁନ୍ତଲା, ( ଅଜିତ କୁମାର ସାହୁ) : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର କାର୍ଯ୍ୟକାରିଣୀ ବୈଠକ ଛାତ୍ର ବିଜେଡି ସଭାପତି ଆଲୋକ ବୁଡ଼େକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଗୁଞ୍ଜ ଖାନ, ପର୍ଯ୍ୟବେକ୍ଷକ ଅଭିଳାଶ ଦାସ, ରାଜ୍ୟ ସମ୍ପାଦକ ସୁମନ ନନ୍ଦ, ଦ୍ରୋଣ ସାହୁ, ଟିକେଶ୍ୱର ବାଗ, ବିକି ନାଗ, ଦେବରାଜ ପୂଝାରୀ, ମୁକେଶ ଡାଙ୍ଗ ଓ ବିଜୁ ଛାତ୍ର ଜନତା ଦଳର କର୍ମୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.