ସୋମବାର ବସିବ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର : ସୋମବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅପରାହ୍ଣ ୫ଟା ୩୦ରେ ଏହି ବୈଠକ ବସିବ । ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିପାରେ । କୃଷି, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ସଂସ୍କୃତି, ଦକ୍ଷତା ବିକାଶ, ଭିନ୍ନକ୍ଷମ ସଶକ୍ତିକରଣ, ରାଜସ୍ୱ ବିଭାଗର ଅନେକ ଏଜେଣ୍ଡା ନେଇ କ୍ୟାବିନେଟରେ ପ୍ରସ୍ତାବ ଆସିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.