ଗୀତା ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଉତ୍ତେଇ ବିହାର ସ୍ଥିତ ସଦସଙ୍ଗ କମିଟି ତରଫରୁ ଆଗାମୀ ୧୬ ତାରିଖରେ ହେବାକୁ ଥିବା ଗୀତା ଯଜ୍ଞ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ନବୀନ ପଧାନଙ୍କ ସଭାପତିତ୍ୱରେ ସଂପାଦକ କୁଳମଣି ସାହୁ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ସଦସ୍ୟ ନିତ୍ୟାନନ୍ଦ ଭଞ୍ଜ, ଶେଷଦେବ ସାହୁ, ବିରଞ୍ଚି ମାଝୀ ଓ ଅନ୍ୟମାନେ ଉପସ୍ଥିତ ରହି ନିଜ ନିଜ ମତ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!