ଦଳ ବିରୋଧୀ ଗତିବିଧି କରିଥିବାରୁ ଟିଟିଲାଗଡ଼ ଆପ ପାର୍ଟିର ବିଜୟ ମେହେର ଏବଂ ବିଶ୍ୱନାଥ ମିଶ୍ରଙ୍କୁ ଦଳରୁ ବହିସ୍କାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟଲାଗଡ ବିଧାନସଭାର ବିଜୟ ମେହେର ଏବଂ ବିଶ୍ୱନାଥ ମିଶ୍ର ଦୁଇଜଣ ଦଳ ବିରୋଧୀ ଗତିବିଧି କରୁଥିବାରୁ ରାଜ୍ୟ ନେତୃବୃନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଆମ୍ ଆଦମୀ ଦଳରୁ ଉଭୟଙ୍କୁ ବହିସ୍କାର କରାଯାଇଛି । ଆମ୍ ଆଦମୀ ପାର୍ଟି ଦଳରେ ଥାଇ ଦଳ ବିରୋଧୀ କାର୍ଯ୍ୟକ୍ରମ କରୁଥିବା ବ୍ୟକ୍ତିଙ୍କ ପାଇଁ ଆମ୍ ଆଦମୀ ପାର୍ଟିରେ କୌଣସି ଜାଗା ନାହିଁ ବୋଲି ଆପ୍‌ ପାର୍ଟି ବଲାଙ୍ଗିର ଜିଲ୍ଲା ଆବାହକ ଆଶିଷ ପାଣ୍ଡେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.