jayashree

ଅକ୍ଟୋବର ମାସରୁ ବାଘ ଗଣନା କରିବ ରାଜ୍ୟ

ଭୁବନେଶ୍ୱର : ଓଡ଼ିଶାରେ ବାଘର ପ୍ରକୃତ ସଂଖ୍ୟା ଜାଣିବାକୁ ରାଜ୍ୟ ସରକାର ନିଜସ୍ୱ ଗଣନା କରିବେ । ଆସନ୍ତା ଅକ୍ଟୋବର ମାସରୁ ଏହି ଗଣନା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜଙ୍ଗଲ ବିଭାଗ ଏହି ଗଣନା କରିବ । ଗତ ମେ’ ମାସରେ ବିଭାଗୀୟ ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ବାଘ ଗଣନା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.