ବଲାଙ୍ଗିର, (କେପିଏନ୍ଏସ୍) : ସଇଁନ୍ତଲା ଥାନାର କାର୍ଯ୍ୟରତ ଜଣେ ମହିଳା ପିଏସ୍ଆଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ପିଏସ୍ଆଇ ବିଷ ପିଇ ଆଜି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା କୁହାଯାଉଛି ।