ନୂଆପଡାରେ ପୁଣି ବାଘ ଆତଙ୍କ : ସ୍ଥିତି ଅନୁଧ୍ୟାନ କରୁଛି ବନ ବିଭାଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡାରେ ପୁଣି ବାଘ ଆତଙ୍କ । ଧରମବନ୍ଧା ବିଟ୍ ସିଲାରିବାହାରା ଗାଁ ପାଖ ଜଙ୍ଗଲରେ ମାତାଲ ହୋଇ ବୁଲୁଛି ବାଘ । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ବନ ବିଭାଗ । ଶନିବାର କଲମିଦାଦରରେ ଏକ ବାଛୁରୀକୁ ଖାଇଥିବା ବେଳେ ଆଜି ପାୱାରତଲା ଗାଁରେ ପୁଣି ଏକ ବାଛୁରୀକୁ କଲରାପତରିଆ ବାଘ ଖାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.