କେନ୍ଦୁପତ୍ର ତୋଳାଳି ଡିଗ୍ରୀଧାରୀ ଯୁବକ ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତ ଅଧିନରେ ଯୁବାଖୋଲ ଗ୍ରାମର ଆଶିଷ ଜ୍ୟୋତିଷ ଜଣେ ଡିଗ୍ରୀଧାରୀ ଯୁବକ ଲକଡାଉନ୍ ସମୟରେ ପତ୍ର ତୋଳୁଥିଵାର ଦେଖିବାକୁ ମିଳିଛି ଦୁଇ ପଇସା ରୋଜଗାର ପାଇଁ । ସରକାର ଚାକିରି ଵି ଦେଉନାହାନ୍ତି । ଆଶିଷ ଭଲିଆ ଅନେକ ଡିଗ୍ରୀଧାରୀ ବେକାର ହୋଇ ବୁଲୁଛନ୍ତି କିଛି କାମ ଧନ୍ଦା ନ ପାଇ । ଏମିତ ଡିଗ୍ରୀଧାରୀ ମାନଙ୍କର ବ୍ୟବସ୍ଥା କରାଯାଉ ବୋଲି ସାଧାରଣ ଜନତା ଦାଵୀ କରିଛନ୍ତି ।

Leave A Reply

Your email address will not be published.