ଆର୍ଥିକ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ରଙ୍କ କଳାଗ୍ରାମ ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଆର୍ଥିକ ମୁଖ୍ୟ ସଚିବ ଶ୍ରୀମାନ ଶାଶ୍ୱତ ମିଶ୍ର ବୁରୋମୁଣ୍ଡା ସ୍ଥିତ କଳାଗ୍ରାମ ପରିଦର୍ଶନ କରିଛନ୍ତି । ଅସପୂର୍ଣ୍ଣ କାମ ଖୁବ ଶୀଘ୍ର ସମାପନ କରାଯିବ ବୋଲି କହିବା ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଉକ୍ତ ଅବସରରେ ପ୍ରକଳ୍ପ ନିର୍ଦ୍ଦେଶକ ବରଗଡ଼ ଓ କଳାଗ୍ରାମର ସମସ୍ତ କଳାକାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!