ବନ୍ୟା ପାଣି ଘେରରେ ଥିବା ତୁଳସୀନଗର ଅଞ୍ଚଳ ବୁଲି ଲୋକଙ୍କ ଅସୁବିଧାର ସ୍ଥିତି ଅନୁଧ୍ୟାନ କଲେ ଯୁବନେତା ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ୍ୟା ପାଣି ଘେରରେ ଥିବା ତୁଳସୀନଗର ଅଞ୍ଚଳ ବୁଲି ଲୋକଙ୍କ ଅସୁବିଧାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ସୂଚନାଯୋଗ୍ୟ ଯେ, ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ସଂପୃକ୍ତ ଅଂଚଳ ଜଳମଗ୍ନ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ବିସହ ହୋଇ ପଡ଼ିଥିଲା ଅବସ୍ଥା । ଯୁବନେତା ଅର୍କେଶ ଅସୁବିଧାରେ ଥିବା ଲୋକଙ୍କ ପାଖକୁ ପହଂଚି ସେମାନଙ୍କ ଅସୁବିଧା ପଚାରି ବୁଝିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.