oom

ଅର୍ଡ଼ାରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ଅର୍ଡା ଉପରପଡ଼ା ଗଣେଶ ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭାଇ ଜିଉଁନ୍ତିଆ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରେ କୃତି ପ୍ରତିଯୋଗୀ ଚୟନ କରିବା ପାଇଁ ସୁମିତ ମେହେର ଓ ସାନ୍ତାନୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡିର ଲଳିତ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଅମିତ ଭୋଇ, ଗଜିନ୍ଦ୍ର ଭୋଇ, ସୁଶାନ୍ତ ବିଶ୍ଵାଳ, ଦାସ ମେହେର, ହେମନ୍ତ ରଣା, ସତ୍ୟବାନ୍ ରଣା, ସମିତ ଭୋଇ, ନିରାକାର ମେହେର, ଦିବାକର ମେହେର, ଅନାମ ମେହେର, ସୁକାନ୍ତ ବେହେରା, ପିଣ୍ଟୁ ଭୋଇ, ସୁରେନ୍ଦ୍ର ମେହେର, ବୁଲୁ ମେହେର ଏବଂ କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.