om academy

ଅକ୍ସିମିଟର ଦ୍ଵାରା ଅକ୍ସିଜେନ୍ ସ୍ତର ଯାଞ୍ଚ୍ ଓ ଥର୍ମାଲ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ : ମାସ୍କ ବଣ୍ଟନ

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ସରଗାଡ ପଞ୍ଚାୟତ ଠାକୁର ପାଲି ଗ୍ରାମରେ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ମାସ୍କ ବଣ୍ଟନ ଓ ଅକ୍ସି ମିଟର ଦ୍ଵାରା ଅକ୍ସିଜେନ୍ ସ୍ତର ଯାଞ୍ଚ୍ ଓ ଥର୍ମାଲ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିତୁ ସାହୁ, ରାଜେଶ ସାହୁ, ପ୍ରିତମ ଷାଣ୍ଡ, ସରୋଜ ଷାଣ୍ଡ ତୁଲାଇ ଥିଲେ । ଲୋକ ମାନଙ୍କୁ ସଚେତନ ମଧ୍ୟ କରିଥିଲେ ।

Leave A Reply

Your email address will not be published.