ls

ଓଡ଼ିଶା ଜୀବିକା ମିଶନ ତରଫରୁ ମେଗା ସମନ୍ୱୟ ମେଳା ଅନୁଷ୍ଠିତ

sb

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଓଡିଶା ଜୀବିକା ମିଶନ ତରଫରୁ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ତରଭା ବିଡ଼ିଓ ଚିନ୍ମୟୀ କଅଁର ସମ୍ମାନିତ ହୋଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର କମ୍ପ , ଏଲ୍ଡିମ ସରୋଜ କୁମାର ଦାସ , ବ୍ଳକ ଟିଏ ସନ୍ତୋଷ ପାଣିଗ୍ରାହୀ ଆଦି ସମ୍ମାନିତ ଅତିଥି ଭାବେ କାର୍ୟ୍ୟକ୍ରମ ରେ ଯୋଗଦାନ ଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମରେ ତରଭା ବ୍ଳକର ପ୍ରାୟ ୧୬୬ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରାୟ ୨ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା ।

pc pk
Leave A Reply

Your email address will not be published.