ଭାରତ ବିକାଶ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ମହିଳା ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପଶ୍ଚିମ ଓଡ଼ିଶା ପ୍ରାନ୍ତ ଉପସଭାପତି ଛାୟା କାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଭାରତ ବିକାଶ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ମହିଳା ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଶାଖା ସଂପାଦକ କିଶୋର ମହାପାତ୍ର, ଉଦବୋଧନ ଦେଲେ କମ୍ଭୁପାଣି ପାଢ଼ୀ, ସହାୟତା ଧନଞ୍ଜୟ ବେହେରା, ଅଖିଳ ଚନ୍ଦ୍ର ପଣ୍ଡ।, ରମେଶ ପାର୍ଡିଆ, ଗୀତାଞ୍ଜଳି ଭୋଇ ଓ ଅନ୍ୟ ସମସ୍ତ ସଦସ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.