om academy

ରାଜସ୍ଥାନରେ ଭୂମିକମ୍ପ ଅନୁଭୁତ

jsm

ଜୟପୁର : ରାଜସ୍ଥାନର ଜାଲୋରରେ ରବିବାର ରାତି ପ୍ରାୟ ୨ଟା ୨୬ରେ ଏକ ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରହିଥିବା ଜଣାପଡିଛି । ଏଥିରେ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ଜାଲୋରରେ ରାତି ପ୍ରାୟ ୨ଟା ୨୬ରେ ଅନୁଭୂତ ହୋଇଥିବା ଭୂକମ୍ପ ସମୟରେ ଲୋକେ ଶୋଇଥିଲେ । ପୋଲିସର ସୂଚନା ଅନୁଯାୟୀ, ଭୂକମ୍ପରେ କୌଣସି କ୍ଷତି ହୋଇନାହିଁ ।

Leave A Reply

Your email address will not be published.