ଘର ଉପରକୁ ମାଡ଼ିଗଲା ଆମ୍ବୁଲାନ୍ସ : ଡ୍ରାଇଭର ଫେରାର, ଗାଡ଼ି ଜବତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୋମବାର ସନ୍ଧ୍ୟାରେ ମଞ୍ଚେଶ୍ୱର ଥାନା ଗାଡ଼କଣରେ ଘଟିଛି ଏକ ଦୁର୍ଘଟଣା । ରୋଗୀ ଛାଡ଼ି ଫେରୁଥିବା ଏକ ଆମ୍ବୁଲାନ୍ସ ଭାରସ୍ୟାମ ହରାଇ ଏକ ଘର ଉପରେ ଚଢ଼ିଯାଇଛି । ଫଳରେ ଘରଟି କ୍ଷତିଗ୍ରସ୍ତ ହୋଇଛି । ଏହାପରେ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି ।

Leave A Reply

Your email address will not be published.

error: Content is protected !!