ବଲାଙ୍ଗିର, (କେପିଏନ୍ଏସ୍) : ଅଶ୍ରୁଳ ବିଦାୟ ଅମଲ ଭାଇ । ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫଙ୍କ ସ୍ୱାମୀ ଅମଲ ଜେନା(୭୬) ଗତ ରାତି ୧୧.୩୦ ମିରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ଅମଲ ଭାଇ ଜଣେ ସ୍ନେହୀ, ସମ୍ବେଦନଶୀଳ ଓ ସାହିତ୍ୟ ପ୍ରେମୀ ବ୍ୟକ୍ତି ଥିଲେ । ତାଙ୍କ ପରଲୋକ ଗମନ ସାହିତ୍ୟ ପ୍ରେମୀମାନଙ୍କୁ ଗଭୀର ଭାବେ ବ୍ୟଥିତ କରିଛି । ସାହିତ୍ୟପ୍ରେମୀ ଓ ସାହିତ୍ୟିକମାନେ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
Next Post