om academy

ବିଲେଇସର୍ଡାଠାରେ ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଭର୍ତ୍ତି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଲେଇସର୍ଡାଠାରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡକାଲ କଲେଜ ଓ ହସ୍ପିଟାଲଠାରେ ଭର୍ତ୍ତି ହୋଇଥିବା ନେଇ ଖବର ମିଳିଛି । ଟଙ୍କା ଧାର ଦିଆ ନିଆକୁ ନେଇ ଏହି ସଂଘବଦ୍ଧ ଆକ୍ରମଣ ଘଟିଥିବା ବେଳେ ଗୁରୁତର ଯୁବକ ଜଣକ ବିକାଶ ସୁନା (୧୯) ବୋଲି ଜଣାପଡିଛି ।

Leave A Reply

Your email address will not be published.