ତୁଷୁରା, (ଖୁସିରାଣୀ ସାହୁ) : ପାଣିଟାଙ୍କିରେ ପଡିଛି ଅଜଣା ମୃତଦେହ ଉଦ୍ଧାର କଲା ପୋଲିସ । ତୁଷୁରା ଥାନା ଡ଼ାହିମାଲ କଲେଜ ନିକଟସ୍ଥ ପୋଲ ପାଖରେ ଥିବା ଟାଙ୍କି ଭିତରେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ପୋଲିସକୁ ଖବର ଦେଇଥିଲେ । ଦୀର୍ଘ ୧୫ ଦିନ ଧରି ଅଜଣା ବ୍ୟକ୍ତିଙ୍କ ମୃତଦେହ ପାଣିଟାଙ୍କିରେ ପଡିଥିବା ନେଇ ଅନୁମାନ କରାଯାଉଛି । ହତ୍ୟା କରି ଫିଙ୍ଗି ଦିଆ ଯାଇଛି ନା ଆତ୍ମା କରିଛନ୍ତି କାରଣ ଅସ୍ପଷ୍ଟ ରହିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ମିଳିନଥିବା ପୋଲିସ ସୂଚନା ଦେଇଛି । ମୃତଦେହକୁ ଜବତ କରବା ସହ ପୋଲିସର ଛାନ୍ଭିନ୍ ଜାରି ରହିଛି ।
Next Post