ବଲାଙ୍ଗିର, (କେପିଏନଏସ) : ପୋଲିସ ବର୍ବରତା ଓ ଜିନ୍ଦଲ ଗୁଣ୍ଡା ବାହିନୀ ବିରୁଦ୍ଧରେ ଢ଼ିଙ୍କିଆରେ ବିରତ୍ୱପୂର୍ଣ୍ଣ ଲଢ଼େଇ କରୁଥିବା ଛାତ୍ରଛାତ୍ରୀଙ୍କ ସମର୍ଥନରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ଏଆଇଡିଏସ୍ଓ ପକ୍ଷରୁ ଏଆଇଡିଏସ୍ଓ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣାଙ୍କ ସଭାପତିତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସମ୍ପାଦକ ମଧୁସୂଦନ ବାଗ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁନିଲ ଭୋଇ, ଏୱାଇଡିୱାଇଓର ଜିଲ୍ଲା ସମ୍ପାଦକ ତାମସ କୁମାର ବେହେରାଙ୍କ ସହ ବହୁ ସଦସ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
Prev Post