କୋରାପୁଟ ଜିଲ୍ଲାରେ ପହଞ୍ଚିଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲାର ସବୁଜିମା ଠାରୁ ଅଧିକ ଘନତ୍ୱ ଜିଲ୍ଲାର ଦେଶପ୍ରେମର ଭାବନା । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅହିଂସା ରଥ ପରିକ୍ରମାରେ ହଜାର ହଜାର ସଂଖ୍ୟକ ନାଗରିକଙ୍କ ସ୍ୱତଃ ପ୍ରବୃତ୍ତ ସମାବେଶ ଏହା ପ୍ରମାଣିତ କରୁଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!