oum

ଲ୍ୟାଣ୍ଡମାଇନ ବିସ୍ଫୋରଣ : ୨ ଯବାନ ଆହତ

jsm

ମାଲକାନଗିରି : ଛତିଶଗଡ଼ ନାରାୟଣପୁର ଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି । କୋହକାମେଟା ଥାନା ଅନ୍ତର୍ଗତ କୁତୁଲ ଗାଁ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଳଜଣାପଡ଼ିଛି । ଏଥିରେ ଆଇଟିବିପିର ୨ ଯବାନ ଆହତ ହୋଇଥିବାର ସୂଚନା ରହିଛି । ଆହତମାନଙ୍କୁ ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି ।

Leave A Reply

Your email address will not be published.