୧୬ ନମ୍ବର ରାଉଣ୍ଡରେ ବଲାଙ୍ଗିରର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଆଗୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୬ ନମ୍ବର ରାଉଣ୍ଡରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ ପଛରେ ପକାଇ ଆଗକୁ ଛୁଟିଛନ୍ତି । ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ କଳିକେଶ ୬୭୮୬୦ ଖଂଡ଼ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ୬୧୦୦୫ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଗୋପାଳଜୀ ୧୮୫୩୫ ଭୋଟ ପାଇଛନ୍ତି ।

Leave A Reply

Your email address will not be published.