ଷଷ୍ଠ ରାଉଣ୍ଡରେ କଂଟାବାଂଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ

କଂଟାବାଂଜି, (କେପିଏନ୍‌ଏସ୍‌) : ଷଷ୍ଠ ରାଉଣ୍ଡରେ କଂଟାବାଂଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ରହିଥିବା ଜଣାପଡ଼ିଛି । ବିଜେଡ଼ି ପ୍ରାର୍ଥୀ ନବୀନ ପଟ୍ଟନାୟକ ୧୯୦୯୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୧୮୨୬୯ ଖଂଡ଼ ଭୋଟ ପାଇଥିବା କୁହାଯାଇଛି । ତୃତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ।

Leave A Reply

Your email address will not be published.