ରେଳଷ୍ଟେସନ୍‌ର ପାର୍ସଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ରାଉରକେଲା : ରେଳଷ୍ଟେସନ୍‌ର ପାର୍ସଲ କାର୍ଯ୍ୟାଳୟରେ ରାତି ପ୍ରାୟ ସାଢ଼େ ୧୨ଟାରେ ଅଗ୍ନିକାଣ୍ଡ ଘଟିଛି । ନିଆଁରେ କିଛି ପାର୍ସଲ ଜଳିଯାଇଥିବା ଜଣାପଡିଛି । କେଉଁ କାରଣରୁ ଏହି ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନି । ଆର୍‌ପିଏଫ୍‌ ଯବାନ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

Leave A Reply

Your email address will not be published.