oom

ଦଶହରା ରାବଣ ପୋଡିରେ ଅଘଟଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶହରା ରାବଣ ପୋଡିରେ ଅଘଟଣ । ସୂଚନା ଅନୁସାରେ ପଦ୍ମପୁର ଦଶହରା ପାଇଁ ଆୟୋଜିତ ରାବାଣ ପୋଡି ସମୟରେ ରକେଟ ମାଡ଼ରେ ପଦ୍ମପୁରର ସାମଲ ଇଲେକ୍ଟ୍ରୋନିକ୍ସର ମାଲିକ ପ୍ରକାଶ ସାମଲଙ୍କ ଧର୍ମପତ୍ନୀ ଝରଣା ସାମଲ ଓ ପୁରେନା ଗ୍ରାମର ରୂପକାନ୍ତି ଭୋଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଉଭୟ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

jittmm
Leave A Reply

Your email address will not be published.