ହେଲମେଟ ଚେକିଂ ବେଳେ ଅଘଟଣ : ୨ ଅଟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଇନ୍‌ଫୋସିଟି ଛକରେ ହେଲମେଟ୍ ଚେକିଂ ବେଳେ ଅଘଟଣ ଘଟିଛି । ଚେକିଂ ସମୟରେ ଭୟରେ ପୋଲିସ ଗୋଡ଼ ଉପରେ ଗାଡ଼ି ଚଢ଼ାଇଲା ଅମାନିଆ ଚାଳକ । ଫଳରେ ଜଣଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ୨ ଜଣ ଅମାନିଆ ଚାଳକଙ୍କୁ ଅଟକ ରଖିଥିବା ବେଳେ ବାଇକକୁ ମଧ୍ୟ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜବତ କରିଥିବା ଜଣାପଡିଛି ।

Leave A Reply

Your email address will not be published.