ଇଥାନଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଣିମୁରା ଠାରେ ଥିବା ଇଥନାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଗତକାଲି ରାତ୍ରିରେ ଘଟିଥିବା ଅଗ୍ନିକାଣ୍ଡର ଭିଡିଓ ଆଜି ସକାଳୁ ସକାଳୁ ଭାଇରାଲ ହେଉଥିବା ବେଳେ ଯେଉଁଭଳି ଭାବରେ ଫ୍ୟାକ୍ଟ୍ରରେ ଅଗ୍ନିକାଣ୍ଡ ଘଟିଛି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ତେବେ କ୍ଷୟକ୍ଷତିର କିଛି ସ୍ପଷ୍ଟ ସୂଚନା ଏ ପର୍ଯ୍ୟନ୍ତ ଫ୍ୟାକ୍ଟ୍ରି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

Leave A Reply

Your email address will not be published.