jayashree

କଣ୍ଟାମାଲ ବ୍ଲକରେ ୨ୟ ଥର ପାଇଁ ସସ୍ମିତା ସେନାପତି ହେଲେ ଅଧ୍ୟକ୍ଷା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅଧ୍ୟକ୍ଷା ଭାବେ ପଲସାଗୋରା ପଂଚାୟତର ସମିତି ସଭ୍ୟା ସସ୍ମିତା ସେନାପତି ଆଜି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ସେନାପତି ୨୦୦୭ ମସିହାରେ ବ୍ଲକ ଅଧ୍ୟକ୍ଷା ଆସନ ସଂରକ୍ଷିତ ଥିବା ବେଳେ ନିର୍ବାଚିତ ହୋଇଥିଲେ । ୨୪ ଗୋଟି ପଂଚାୟତକୁ ନେଇ ଗଠିତ କଣ୍ଟାମାଲ ବ୍ଲକରେ ଶ୍ରୀମତୀ ସେନାପତି ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇ ଥିବାରୁ କଣ୍ଟାମାଲ ବିଜେଡିରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.