୨ ମେଡିକାଲ କଲେଜର ଅଧୀକ୍ଷକ ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟର ୨ ମେଡିକାଲ କଲେଜର କଟକ ଏସ୍‌ଏସିବି ଓ କଳାହାଣ୍ଡି ମେଡିକାଲ କଲେଜର ଅଧୀକ୍ଷକ ନିଯୁକ୍ତ କରାଯାଇଛି । ସେହିପରି ଏମ୍‌କେସିଜି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ପ୍ରଫେସର ସୁଧାଂଶୁ ଶେଖର ମିଶ୍ରଙ୍କୁ କଟକ ଏସସିବି ମେଡିକାଲ କଲେଜ ଅଧୀକ୍ଷକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଡାକ୍ତର ହରେକୃଷ୍ଣ ଦଲେଇ କଳାହାଣ୍ଡି ମେଡିକାଲ କଲେଜ ଅଧୀକ୍ଷକ ହୋଇଛନ୍ତି । ଡାକ୍ତର ବସନ୍ତ କୁମାର ପ୍ରଧାନଙ୍କୁ ଏମ୍‌କେସିଜି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.