jayashree

ପାଟଣାଗଡରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ସିଭିଲ୍‌ କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ତଥା ପାଟଣାଗଡ ଏଡିଜେ ଶ୍ୱେତା ମିଶ୍ରଙ୍କ ସମେତ ସିନିଅର ଡିଭିଜନ ଜଜ୍‌ ଅରୁଣ କୁମାର ପଟ୍ଟନାୟକ, ପାଟଣାଗଡ ଏସ୍‌ଡିଜେଏମ୍‌ ଲୋପାମୁଦ୍ରା ପ୍ରକାଶ ଯୋଗ ଦେଇଥିଲେ । ଏହି ଲୋକ ଅଦାଲତରେ ୧୮ଟି ଫୌଜଦାରୀ ଏବଂ ୧୨ଟି ଦେୱାନୀ ମାମଲାର ଫଇସଲା ହୋଇଥିଲା ।

Leave A Reply

Your email address will not be published.